ଆସନ୍ତା ଜୁଲାଇ ୧୪ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ:ସଂସଦର ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୧୪ ତାରିଖରୁ ଆରମ୍ଭ ହେବ। । ଏହା ଅଗଷ୍ଟ ମାସ ୧୦ ତାରିଖ ଯାଏ ଚାଲିବ।ଏହି ଅବସରରେ ୧୮ଟି କାର୍ଯ୍ୟଦିବସ ରହିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି। ସୂଚନାଯୋଗ୍ୟ ଯେ ଗତ ଏପ୍ରିିଲ ମାସରେ ସଂସଦର ବଜେଟ୍‌ ଅଧିବେଶନ ବିରୋଧୀଙ୍କ ବିରୋଧ ଯୋର୍ଗୁ ସମ୍ପୂର୍ଣ୍ଣ ଧୋଇ ହୋଇ ହୋଇଯାଇଥିଲା। ବଜେଟ୍‌ ଅଧିବେଶନ ପାଇଁ ଲୋକସଭାରେ ସ୍ଥିର ହୋଇଥିବ ସମୟର … Continue reading ଆସନ୍ତା ଜୁଲାଇ ୧୪ରୁ ସଂସଦର ମୌସୁମୀ ଅଧିବେଶନ